କୋଭିଡ କଟକଣାରେ ଝାଉଁଳି ପଡିଛି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ମଉଜ । ତିନି ଠାକୁର ରଥ ବଦଳରେ ନାଟ ମନ୍ଦିରକୁ ପହଣ୍ଡି ବିଜେ କରିଛନ୍ତି । ନିରାଡମ୍ବର ଭାବରେ ନାଟମନ୍ଦିରରେ ନିତୀକାନ୍ତି ଗ୍ରହଣ କରୁଛନ୍ତି ଶ୍ରୀ ଶ୍ରୀ ହରିବଳଦେବ ଜିଉ ।
#ArgusNews #ArgusUpdate #Odisha #Baripada #RathYatra2021