ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିବାଦ । କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିଲା ନାହିଁ ବୋଲି ବିଜେପି କଲା ପ୍ରଶ୍ନ । ବାଲେଶ୍ବରରେ ଟିକାକରଣ କେନ୍ଦ୍ରରେ ସିଡିଏମଓଙ୍କ ସହ ବିଜେପି କର୍ମୀଙ୍କ ପାଟିତୁଣ୍ଡ ।
#ArgusNews #Odisha #ArgusUpdateNews #Balasore #vaccination #excitement