ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର। ପ୍ରତିବାଦରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ। କଳାହାଣ୍ଡି ଜିଲ୍ଲା କୋକସରା ଥାନା ୨୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।
#ArgusNews #ArgusUpdate #Odisha #RoadAccident #Kalahandi