ଟ୍ରାଫିକ୍ ନିୟମ ଭାଙ୍ଗି ଚମ୍ପଟ ବେଳେ ଅଘଟଣ । ଗାଡି ନଅଟକାଇ ଚାଲିଯାଯାଉଥିବାବେଳେ ପୋଲିସ ମାଡ଼ରେ ବାଇକରୁ ପଡି ତିନି ଜଣ ଆହତ ହୋଇଛନ୍ତି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଓଭରବ୍ରିଜ ନିକଟ ଘଟଣା। ଯାହାର ଭିଡ଼ିଓ ଭାଇରଲ ହୋଇଛି ।
#TrafficRule #videoviral #Berhampur #youngpeople #injured #disobey #police #Odisha #ArgusNews