ଡାକ୍ତରଖାନା ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ତିନି ମହଲାରେ ରହିଥିବା ବାଥରୁମ ଝରକାରୁ ଡେଇଁ 28 ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି ।
#ArgusNews #Odisha #ArgusUpdateNews #Rayagada #suicide