ତାଲିବାନୀ ଆତଙ୍କବାଦୀଙ୍କ କବ୍ଜାରେ ପୂରା ଦେଶ, ଆତଙ୍କରେ ଦେଶ ଛାଡୁଛନ୍ତି ଆଫଗାନସ୍ଥାନୀ। ଏହାରି ମଧ୍ୟରେ ଯୁଦ୍ଧ ଏବଂ ହିଂସାର ଅନ୍ତ କରି ନୁତନ ସରକାର ଗଠନ କରିବାକୁ ତାଲିବାନକୁ ଆହ୍ବାନ ଦେଇଛି ୟୂନାଇଟେଡ ନେସନ।
#ArgusNews #Odisha #ArgusUpdate #TalibanTerror #Afganistan