ଆଳି ଓ ରାଜକନିକାରେ ପୋଲିସ ଜନତା ଖଣ୍ଡଯୁଦ୍ଧ ଘଟଣା । ଭୋରୁ ଆନ୍ଦୋଳନକାରୀଙ୍କୁ ଘରୁ ଉଠାଇନେଲା ପୋଲିସ । କିଛି ବରିଷ୍ଠ ବ୍ୟକ୍ତିଙ୍କ ସହ ଯୁବକ ଓ ନାବାଳକଙ୍କୁ ଉଠାଇ ନେଲା ପୋଲିସ । ତୀବ୍ର ହେଉଛି ଖରସ୍ରୋତା ବଞ୍ଚାଅ ଅଭିଯାନ ।
#ArgusNews #ArgusUpdate #Odisha #Rajkanika #Kendrapada #Protest #KharasrotaRiver