ତୀରନ୍ଦାଜୀରୁ ଭାରତ ପାଇଁ ଭଲ ଖବର । ରାଉଣ୍ଡ 32ରେ ପହଁଚିଠନ୍ତି ତରୁଣଦୀପ ରାଏ । ୬-୪ ସେଟରେ ମ୍ୟାଚକୁ ଜିତିନେଇଛନ୍ତି ତରୁଣଦୀପ ରାୟ । ସେପଟେ ମହିଳା ହକିରେ ଗ୍ରେଟ ବ୍ରିଟେନଠାରୁ ୩-୧ ଗୋଲରେ ପଛରେ ଅଛି ଭାରତ । ଭାରତର ସବୁଠୁ ବଡ଼ ଆଶା ପି.ବି ସିନ୍ଧୁ ବ୍ୟାଡମିଣ୍ଟନ କୋର୍ଟରେ ଓହ୍ଲାଇସାରିଛନ୍ତି ।
#ArgusNews #ArgusUpdate #TokyoOlympics2021 #archery