ତେଜିବାରେ ଲାଗିଛି ହାଜତ ମୃତ୍ୟୁ ବିବାଦ। ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲାକୁ ନେଇ ଆଜି ବିଜେପି ଏସ ସି ମୋର୍ଚ୍ଚା ତରଫରୁ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ମୌନ ଧାରଣା ଦିଆ ଯାଇଛି।
#custodydeathcase #Bargarh #PoliceStation #govindakumbhar #BjpSCmorcha #protest #GovindaDeathcase #Justice #Odisha #ArgusNews