ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଦିବ୍ୟାଙ୍ଗ ମାନଙ୍କୁ ଉପେକ୍ଷା କରଯାଇଥିବା ଅଭିଯୋଗ । ନୂଆପଡା କୋମନା ବ୍ଲକର ସରପଞ୍ଚ ପ୍ରାଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଶାନ୍ତି ଲାଲ ଶବରଙ୍କ ପ୍ରାର୍ଥୀ ପତ୍ର ନାକଚ କରିଛନ୍ତି ନିର୍ବାଚନ ଅଧିକାରୀ ।
#alleged #Sarpanch #Nuapada #handicapped #PanchayatElection #Odisha #ArgusNews