ଦିନକୁ ଦିନ ତେଜିବାରେ ଲାଗିଛି ଖରସ୍ରୋତା ଜଳ ବିବାଦ। ରାଜକନିକାରେ ଜଳ ପ୍ରକଳ୍ପକୁ ବିରୋଧ ଜାରି। ଆଜି ଘଟଣାସ୍ଥଳ ଗସ୍ତରେ ବିଜେପିର ୮ ଜଣିଆ ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ଵରେ ବାହାରିଲା ଟିମ୍।
#ArgusNews #Odisha #kendrapara #rajkanika #waterproject #kharasrota