ଦିନକ ପରେ ବଡ଼ଦାଣ୍ଡରେ ଗଡ଼ିବ ତିନିରଥ । କରୋନା କଟକଣା ଭିତରେ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ତେବେ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣି ପାଲଟିଛି ପୁରୀ ସହର । ଆଜି ଲାଗୁହେବନି ସପ୍ତାହନ୍ତ ସଟଡାଉନ୍ । ପର୍ଯ୍ୟଟକଙ୍କୁ ମଧ୍ୟ ଜିଲ୍ଲା ଛାଡ଼ିବାକୁ ପରାମର୍ଶ ଦିଆଯାଇଛି ।
#ArgusNews #ArgusUpdate #Odisha #Puri #RathYatra2021