ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଏବଂ ଆବଦ୍ଧ ପୂଜା ପ୍ରସଙ୍ଗ । ପୂଜା କମିଟି ସହ ସରକାରଙ୍କ ବୈଠକ ଶେଷ । ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ଶୁଣାଇବେ ରାଜ୍ୟ ସରକାର । କୋଭିଡ ସ୍ଥିତି ଦେଖି ଭକ୍ତଙ୍କୁ ମିଳିବ ଅନୁମତି ।
#dushera #durgapuja #Cuttack #CovidPandemic #Odisha #ArgusNews