ରାଜ୍ୟରେ ଏସସି ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବେ ବଢି ବଢି ଚାଲିଛି। ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଏହାର ସମାଧାନ ନହେଲେ ଆଗାମି ଦିନରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସୁଚନା ଦିଆଯାଇଛି ।
#ArgusNews #Odisha #ArgusUpdate #Subarnapur #bjppressmeet