ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗୁଛି । ଗତ 24 ଘଣ୍ଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 80 ହଜାରରୁ ଅଧିକ ରହିଛି । ସେହିପରି 3 ହଜାରରୁ ଅଧିକ ଜୀବନ ନେଇଛି ମହାମାରୀ ।
#ArgusNews #ArgusNewsTV #India #Corona_Graph