ଆଜି ଉଡାନ ଦିବସ। ଆର୍ସିଏସ୍ ଉଡ଼ାନ ଯୋଜନାରେ ସଫଳତା ଭିତ୍ତିରେ ଝାରସୁଗୁଡ଼ା ବିମାନବନ୍ଦରକୁ ନୋଡାଲ ବିମାନବନ୍ଦର ଭାବେ ଗ୍ରହଣ କରାଯାଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡ଼ାନ ଉତ୍ସବ ପାଳନ କରାଯାଉଛି।
#UdaanDivas #Jharsuguda #Airport #celebration #announcement #Odisha #ArgusNews