ଧରାପଡିଗଲା ଡିଏଫ୍ଓଙ୍କ ଡାହା ମିଛ। ଅଫିସ କାମ ସମୟରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା କରୁଛନ୍ତି ପିକନିକ। ସୌମ୍ୟଙ୍କ ମୃତ୍ୟୁ କଥା ପଚାରିଲେ କହୁଛନ୍ତି ଡିଷ୍ଟର୍ବ କରନାହିଁ, ବ୍ୟସ୍ତ ଅଛି। ଭାଇରାଲ ଭିଡିଓ ଖୋଲିଦେଲା ଡିଏଫ୍ଓଙ୍କ ଅସଲ ମୁଖା।
#ArgusNews #Odisha #DFO #Soumyaranjan #ACFMurder #SoumyaDeathCase #Murder