ଟୀକାକରଣରେ କତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ତାତିଛନ୍ତି ଲୋକେ। ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଟୀକାକରଣରେ କତ୍ତୃପକ୍ଷଙ୍କ ସୂଚନା ଅଭାଵ ଯୋଗୁ ଲୋକମାନେ ଦୂର ଦୁରାନ୍ତରୁ ଆସି ନିରାଶ ହୋଇ ଫେରୁଛନ୍ତି।
#Keonjhar #Anandpur #vaccination #Odisha #ArgusNews