ଧାନ ବିକ୍ରି ପାଇଁ ଜୋର ଧରିଲା ଦାବି। ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ତରଫରୁ ଧାନ ବିକ୍ରି ସମସ୍ୟାକୁ ନେଇ ୬ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆରଡିସିକୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଦୁର ଦୃଷ୍ଟି ଅଭାବରୁ ଧାନ କ୍ରୟ ବ୍ୟବସ୍ଥାରେ ଚାଷୀମାନେ ନାହିଁ ନଥିବା କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ।
#ArgusNews #ArgusUpdate #Odisha #Farmers #Protest #Subarnapur #Rice