ନକଲି କୋରୋନା ମେଡିସିନକୁ ନେଇ ବଢିଲା ଚିନ୍ତା । କଟକ ପରେ ସମ୍ବଲପୁର ଓ ରାଉରକେଲାରୁ ନକଲି ମେଡିସିନ ଜବତ ହୋଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ଉପରେ ଉଠିଲା ପ୍ରଶ୍ନ ।
#ArgusNews #Odisha #ArgusNewsTv #duplicatemedicine