ନଖରା ପେଟ୍ରୋଲ ପମ୍ପ ନିକଟରୁ ଗୋରୁ ବୋଝେଇ ଟ୍ରକ ଜବତ । ଗୋଟିଏ ଟ୍ରକରେ 100 ରୁ ଉର୍ଦ୍ଧ ଗାଈ ଚାଲାଣ କରାଯାଉଥିଲା। ଗାଈଗୁଡିକୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର କୁଶପଲାରୁ କୋଲକାତା ଚାଲାଣ ହେଉଥିବା ସୂଚନା ମିଳିଛି।
#ArgusNews #Odisha #ArgusUpdate #gochalan