#ନିମାପଡ଼ା_ବ୍ଲକର_ଅନେକ_ଗାଁ_ଜଳଘେରରେ
ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁରୀ ଜିଲ୍ଲାର ଅନେକ ଗାଁ ଜଳଘେରରେ ରହିଛି । ନିମାପଡ଼ା ବ୍ଲକ ବାମନାଳ ପଞ୍ଚାୟତର ନିନିଗାଁ, ବଡ଼ନିନିଗାଁ, ପିମ୍ପୁଲିଆ, ଭୁତପଦା, ପାତିପାଇକସାହି ଆଦି ଗାଁ ଗୁଡ଼ିକ ଏବେ ଜଳବନ୍ଦୀ !
#Puri #Nimapada #flood #heavyrain #rainwater #waterblockade #Odisha #ArgusNews