ନିର୍ବାଚନ ମଇଦାନରେ ଯୁବକ, ଯୁବତୀ , ମହିଳା ମାନେ ପାଦ ଦେଇଥିବା ବେଳେ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମଧ୍ୟ ସାମିଲ ହୋଇଛନ୍ତି । ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ କଳାକାର ନାଏକ ୭୨ ବର୍ଷ ବୟସରେ କରୁଛନ୍ତି ପ୍ରଚାର ।
#Politics #PanchayatElections #campaign #sarpanchcandidate #seniorcitizen #Odisha #ArgusNews