ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ନବ ଜାଗରଣର ଅନ୍ତୁଡ଼ିଶାଳ ହେବ ସତ୍ୟବାଦୀ । ନୂଆ ଓଡ଼ିଶା ଗଠନର ମୂଳକେନ୍ଦ୍ର ହେବ ସତ୍ୟବାଦୀ ବକୁଳବନ । ରାଜ୍ୟ ସହ ମିଶି କେନ୍ଦ୍ର ସରକାର ସବୁ ପ୍ରକାର ଯୋଜନା ଓ ସହଯୋଗ କରିବେ ।
#Dharmendrapradhan #Visit #Bakulabana #Puri #Satyabadi #ArgusUpdate #Odisha #ArgusNews