ନୂଆ ରୁପରେ ଜାଲିଆନାୱାଲାବାଗ୍ ମେମୋରିୟାଲ । ସ୍ବାଧିନତା ସଂଗ୍ରାମର ୧୦୨ ବର୍ଷ ତଳର ଇତିହାସର ନବକଳେବର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଦଘାଟନ ସମାରୋହରେ ସାମିଲ ହେବେ ସ୍ବାଧିନତା ସଂଗ୍ରାମୀଙ୍କ ପରିବାର ସହ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ।
#JallianwalaBagh #inauguration #PM #NarendraModi #National #ArgusNews