ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୩-୦ରେ ବିଜୟୀ ହୋଇଛି ଟିମ ଇଣ୍ଡିଆ। ତୃତୀୟ ତଥା ଶେଷ ଟି-୨୦ରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡଙ୍କୁ 73ରନର ବଡ ବ୍ୟବଧାନରେ ହରାଇ ବିଜୟ ହାସଲ କଲା ଭାରତୀୟ କ୍ରିକେଟ ଟିମ ।
#T20 #indiavsnewzealand #cricket #Indiawon #ArgusNews