ପଞ୍ଜାବ ପଠାନକୋଟରେ ବିସ୍ଫୋରଣ । ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ୍ ଆକ୍ରମଣ ।ସିସିଟିଭିରେ ସୁରାକ ଖୋଜୁଛି ସେନା । ସିଲ୍ ହେଲା ଆଖପାଖ ଇଲାକା, ବଢ଼ିଲା ସୁରକ୍ଷା ।
#TriveniGate #Pathankot #ArmyCamp #CCTV #investigate #grenadeblast #tightsecurity #Punjab #ArgusNews