ପରଲୋକରେ ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକ । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନନ୍ଦକିଶୋର ଦୁଇ ଦୁଇଥର ଜୁନିୟକ ଫୁଟବଲ ଚାମ୍ପିଅନସିପରେ ଓଡିଶାକୁ ପ୍ରତିନିଧିତ୍ବ କରିଥିଲେ ।
#ArgusNews #ArgusTv #ArgusUpdate #Odisha #Football_Coach
Be the first to know any news. You will get latest stories and video updates through the day. You can turn them off anytime.