ପାର୍ବଣରେ ବର୍ଷାର ଡର। ଦଶହରାରେ ଭିଜିବ ସାରା ରାଜ୍ୟ। ଉତ୍ତର ଆଣ୍ଡାମାନ-ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଆଗାମୀ 24ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।
#rain #cyclone #andamansea #lightpressure #dusshera #WeatherUpdate #Odisha #ArgusNews