ପିପିଲିର ସ୍ବପ୍ନେଶ୍ବର ମନ୍ଦିରର ପୁନରୁଦ୍ଧାର ଦାବି ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ। ରତ୍ନଚିରା ଉପତ୍ୟାକାକୁ ନେଇ ବି ଜାହିର କଲେ ଚିନ୍ତା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ । ସ୍ବପ୍ନେଶ୍ବର ମନ୍ଦିର ବିପଦଜନକ ସ୍ଥିତିରେ ରହିଛି ।
#ArgusNews #Odisha #ArgusUpdate #swapneswartemple #DharmendraPradhan