ପିଲାଙ୍କ ଟିକାଦାନକୁ ଅନୁମୋଦନ । 2ରୁ 18 ବର୍ଷ ମଧ୍ୟରେ ପିଲାଙ୍କ କୋଭିଡ୍ ଟିକାକୁ ଅନୁମତି । କୋଭାକ୍ସିନ ଟିକାକୁ ଅନୁମତି ଦେଲେ କେନ୍ଦ୍ର ସରକାର । କୋଭାକ୍ସିନ ଟିକାକୁ ଅନୁମୋଦନ କଲା ଡିସିଜିଆଇ । ଖୁବଶୀଘ୍ର ହେବ ଟିକାକରଣ, ଜାରି ହେବ ଗାଇଡ ଲାଇନ୍ ।
#vaccinationofchildren #agesof2 #agesof18 #Covaxinvaccine #approval #DCGI #Odisha #ArgusNews