ପୁଣି ଏକ ଦନ୍ତା ହାତୀର ମୃତ୍ୟୁ। ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଲାଠିପଡା ବିଟ ଢଉପଲ୍ଲୀ କାଜୁ ଜଙ୍ଗଲରୁ ଠାବ । ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ସୂଚନା । ବନ ବିଭାଗର ତଦନ୍ତ ଆରମ୍ଭ ।
#ArgusNews #Odisha #ArgusUpdate #ElephantDeath