ପୁଣି ଖାକିର ଦବଙ୍ଗଗିରି । ଚେକିଂ ନାଁରେ ଡ୍ରାଇଭରକୁ ନିସ୍ତୁକ ମାଡ । ରକ୍ତାକ୍ତ କରି ମାଡ ମାରିବା ସହିତ ହଜାରେ ଟଙ୍କାର ଚାଲାଣ କାଟିଲା ପୋଲିସ । ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଘଟିଛି ବୌଦ୍ଧ ପୁରୁଣାକଟକ ଥାନା ଅଞ୍ଚଳର ।
#Beat #police #checking #VideoViral #incident #inhumane #Boudh #Odisha #ArgusNews