ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ପୁଣି ଜଣେ ଦାଦନ ଶ୍ରମିକକୁ ପ୍ଲାଷ୍ଟିକ ପାଇପରେ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି l ସର୍ଦାରଠାରୁ ମାଡ଼ ଖାଇଥିବା ଦାଦନ ଶ୍ରମିକ ଜଣକ ହେଲେ କଣ୍ଟାବାଞ୍ଜି ଥାନା ଦାବିରି ଗାଁର ଭୂତେଶ୍ବର ହାତୀ।
#ArgusNews #Odisha #ArgusNewsTv #ArgusUpdate #Bolangiri