ପୁରୀ ବେଳାଭୂମିରେ ଓଟିଡିସି ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ବ୍ୟବସ୍ଥା । ଯାହାକୁ ବିଚ୍ ସାକ୍ସ ନାମରେ ଖୋଲିବାର ଯୋଜନା ଥିବାବେଳେ ଗୋଆ ଭଳି ପୁରୀ ବିଚ୍ ରେ ଏହି ବ୍ୟବସ୍ଥା କରିବା ପାଇଁ ଓଟିଡିସି ପ୍ରସ୍ତୁତି ଆରମ୍ଭ କରିଛି।
#ArgusNews #Odisha #Puri #seabeach