ପୁରୀରେ ସିରିଜ୍ ବୋମାମାଡ। ପୁରୀରେ ଅଠରନଳାରେ ଦୁର୍ଵୁତ୍ତଙ୍କ ଲଗାତାର ଵୋମାମାଡ କରିଥିବା ଜଣାପଡିଛି । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସଦର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି।
#ArgusNews #ArgusUpdate #Odisha #Puri #bomb_attack #investigation
Be the first to know any news. You will get latest stories and video updates through the day. You can turn them off anytime.