ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ କମିଟି ଘୋଷଣା ହୋଇଛି । ଏଥିରେ 2ଟି ବିଭାଗର ଦାୟିତ୍ବ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ଥନୈତିକ ବ୍ୟାପାର ସହ ନିଯୁକ୍ତି ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପୁଞ୍ଜିନିବେଶ ଓ ଅଭିବୃଦ୍ଧିର ଦାୟିତ୍ବ ମିଳିଛି ।
#ArgusNews #ArgusUpdate #National Dharmendra Pradhan Narendra Modi