ସୁବର୍ଣ୍ଣପୁର ସହରର ପଞ୍ଚରଥ ମନ୍ଦିର ପ୍ରାଙ୍ଗଣରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବିଗତ କିଛି ଦିନ ହେବ କାଶ୍ମୀର ଘାଟିରେ ଦେଖାଦେଇଥିବା ଅଶାନ୍ତିର ତିବ୍ର ପ୍ରତିବାଦ କରିଛି ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ ।
#BajrangDal #VishwaHinduParishad #Protest #Subarnapur #Pakistan #Odisha #ArgusNews