ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମିଠାପାଲି ଗାଁରେ ହାତୀ ଆତଙ୍କ । ରାସ୍ତା ନପାଇ ଗ୍ରାମର ଭିତରକୁ ପଶି ଆସିଛନ୍ତି ହାତୀପଲ । ଗାଁରେ ଆତଙ୍କ ଖେଳି ଯାଇଥିବାବେଳେ ହାତୀଙ୍କୁ ଘଉଡାଇବାରେ ଲାଗି ପଡିଛନ୍ତି ଗ୍ରାମବାସୀ ।
#Bargarh #Padmapur #Elephant #ElephantTerror #Odisha #ArgusNews