ସମ୍ବଲପୁର ବରେଇପାଲି ଅଂଚଳରେ ମୌଳିକ ସମସ୍ୟା ସାମାଧାନ ନେଇ ମହାନଗର ନିଗମ କମିଶନରଙ୍କ ପ୍ରତିଶୃତି ପରେ ମଧ୍ୟ କାମ ହୋଇନି । ବରେଇପାଲି ଅଂଚଳରେ ରାସ୍ତା ନିର୍ମାଣ , ଡ୍ରେନ ମରାମତି , ପାନୀୟ ଜଳ , ସ୍ଵରେଜ ପାଇପ ଲାଇନ ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି ।
#MetropolitanCorporationCommissioner #basicproblems #Sambalpur #Odisha #ArgusNews