#ବାଙ୍କୀର_ତଳିଆ_ଅଂଚଳରେ_ବନ୍ୟା
ମହାନଦୀରେ ବନ୍ୟାଜଳ ଆସିବା ଫଳରେ ବାଙ୍କୀର ତଳିଆ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ପାଣି ପଶିବା ଦ୍ବାରା ଅନେକ ଜାଗାକୁ ଯୋଗାଯୋଗ ବିଛିନ୍ନ ହୋଇଛି । ହେକ୍ଟର ହେକ୍ଟର ଚାଷୀ ଜମି ବୁଡ଼ି ଯିବାର ଦୃଶ୍ୟ ସାମ୍ନାକୁ ଆସିଛି।
#Cuttack #Banki #Flood #HeavyRain #FloodWater #farmerland #WaterLogging #Odisha #ArgusNews