ବାଡିରୁ ନଡ଼ିଆ ଉଠାଇବାକୁ କେନ୍ଦ୍ର କରି ମା ଓ ଝିଅଙ୍କୁ ଭୁଜାଲିରେ ଆକ୍ରମଣ । ଦୁଇ ମା-ଝିଅ ଗୁରୁତର ଅବସ୍ଥାରେ ଭର୍ତ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା କୁରୁଆ ଗାଁରେ ।
#ArgusNews #Odisha #ArgusUpdate #Bhadrak #ATTACK