ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । ଆଜି ଏହି ଟିମ୍ ଦୁଇଟି ଭାଗରେ ବିଭକ୍ତ ହୋଇ ବାତ୍ୟାଞ୍ଚଳ ଗସ୍ତ କରିଛନ୍ତି । ଏହି ଟିମ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ।
#ArgusNews #ArgusNewsTv #Odisha #Cyclone_Yass #Central_Team