ମୃତ ବାପାର ଶବ ଆଗରେ ମାରପିଟ । ଗୋଟିଏ ପକ୍ଷ କୋକେଇରୁ ବୃଦ୍ଧ ବାପାର ମୃତଦେହକୁ ଘର ଭିତରକୁ ଘୋଷାରି ଘୋଷାରି ନେବାର ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।
#ArgusNews #Odisha #ArgusUpdateNews #jagatsinghpur