ଭୁବନେଶ୍ୱର ବାଲିଅନ୍ତା ଥାନା ଅଂଚଳରେ ଥିବା ଏସ ବି ଆଇ ଶାଖାରୁ ଡକାୟତି ଉଦ୍ୟମ। ଖେଳନା ବନ୍ଧୁକ ଦେଖାଇ ଯୁବକ ଲୁଟ୍ କଲେ ନଗଦ ୮ଲକ୍ଷ ୬୩ହଜାର ୫୮ଟଙ୍କା ଓ ୮ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର । ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକେ ବିଲ ଭିତରେ କାବୁ କଲେ ଲୁଟେରା ।
#ArgusNews #ArgusUpdate #Odisha #Balianta #Crime #bank #robbery