ବଳଙ୍ଗ ନଦୀ ଉପରେ ନିର୍ମିତ ପୋଲର ଜଗୁଆଳ ବିଦ୍ୟାଧର ଦାସକୁ ମରଣାନ୍ତକ ଆକ୍ରମଣ ଘଟଣା। ଅଭିଯୋଗର 12 ଦିନ ପରେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ପୋଲିସ। ବିଜେଡ଼ି ଚାପରେ ପରିଚାଳିତ ଥାନା ଅଧୁକାରୀ ତଦନ୍ତ ଚାଲିଛି କହି ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
#BudhabalangaRiver #Protest #Balasore #attack #watchman #investigation #Odisha #ArgusNews