ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ମାସ ଭେକସିନେସନ କାର୍ଯ୍ୟକ୍ରମ । ବାଲେଶ୍ୱର ଜିଲ୍ଲାରେ ଆଜି ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ମାଗଣାରେ ଦେଉଥିବା ବେଳେ ତାଙ୍କ ଫଟୋ କାହିଁକି ରହିବନାହିଁ ବୋଲି ପ୍ରଶ୍ନ କରିଥିଲେ ବିଜେପି କର୍ମୀ ।
#ArgusNews #Odisha #ArgusUpdate #Balasore #vaccination