ରକ୍ତମୁଖା ମାନବାଦୀ ସଂଗଠନ ମୁଖ୍ୟଙ୍କ ବିଜେଡି ଲିଙ୍କ୍ । ବେଗୁନିଆରେ ତାଲିବାନି ଶାସନ ଚଳାଇଛନ୍ତି ମାନସ । ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଂଚର ମୁଖ୍ୟ ମାନସ ଦାସ ବିଜେଡିର ଛତ୍ରଛାୟାରେ ତାଲିବାନି ଶାସନ ଚଳାଇଛନ୍ତି। ପୋଲିସ ବି ଚୁପ୍ । ସଂଗଠନ ନାଁରେ ରହିଛି ହତ୍ୟା ଭଳି ସଂଗୀନ ଅଭିଯୋଗ ।
#BJD #InhumanAttack #Vote #Politics #Votebank #Odisha #ArgusNews