ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସଛିନାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହାଜର ଲୋକ ଉପସ୍ଥିତ ଥିଲେ, ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ବିଜେଡି ବିଧାୟିକା ଲତିକା ପ୍ରଧାନଙ୍କ ନାଁରେ ଅଭିଯୋଗ ଆଣିଲେ ବିଜେପି ଯୁବମୋର୍ଚ୍ଚା ।
#bjdmishranparba #BJD #Ganjam #MLA #Complaint #bjpyuvamorcha #allegations #ArgusNews