ମମିତା ମେହେର ମର୍ଡର ମାମଲା । ବିଜେପି ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ବନ୍ଦ । ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ । ଦୋକାନ ବଜାର, ସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ ବନ୍ଦ । ମମିତା ମର୍ଡର ମାମଲାରେ ସିବିଆଇ ତଦନ୍ତ ଦାବି ।
#mamitamurdercase #JusticeForMamita #mamitaMeher #Nuapada #BJP #Protest #CBI #ArgusNews